ଉଲ୍ଲେଖନୀୟ ଅବଦାନ ପାଇଁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ର ସହଭାଗୀ ଅନୁଷ୍ଠାନ ହନିୱେଲ ଅଟୋମେସନକୁ ମିଳିଛି ‘ପାର୍ଟନର ଏମ୍ସ୍ଇ ସମ୍ମାନ’ । ସ୍ମାର୍ଟ ସିଟି କାମର ଅଗ୍ରଗତି ସହ ଏହାର ନବୀକରଣ ଏବଂ ଉତ୍କର୍ଷତା, ଗୋଷ୍ଠୀ ଉପରେ ପୂର୍ଣ୍ଣ ପ୍ରଭାବ ପକାଇପାରିଛି । ଏହି ସମ୍ମାନ ଗ୍ରହଣ କରିଛନ୍ତି ମେୟର ସୁଲୋଚନା ଦାସ ।
ଅଧିକ ପଢନ୍ତୁ ଓଡ଼ିଶା ଖବର