ଏହି ମେସିନ ଦ୍ୱାରା ଗୁରୁତର କୋଭିଡ ରୋଗୀ ଏହାସହ ଅନ୍ୟ ଗୁରୁତର ଆଇସିୟୁ ରୋଗୀଙ୍କର ଚିକିତ୍ସା କରାଯାଇପାରିବ । ତେବେ ଇସିଏମଓ କୁ ଅପରେଟ କରିବା ପାଇଁ ଏବେ ସୁଦ୍ଧା ଏମସରେ କିଛି ଅଧ୍ୟାପକ ଅଛନ୍ତି । ଏହାସହ ଇନଷ୍ଟିଚ୍ୟୁଟ ପକ୍ଷରୁ ଆହୁରି ଟେକନିସିଆନଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଉଛି । ଏହାଦ୍ୱାରା ରାଜ୍ୟ ବାହାରକୁ ଯାଉଥିବା ରୋଗୀଙ୍କ ପାଇଁ ବେଶ ସହାୟ ହୋଇପାରିବ ।