କୋରୋନା ବିରୁଦ୍ଧ ଲଢେଇରେ ବିଜୟର ମୋଦି ମନ୍ତ୍ର
ଭୁବନେଶ୍ୱର: ଭୁବନେଶ୍ୱରରେ ସିଲ୍ ହେଲା ସିଲିକନ । କୋଭିଡ କଟକଣା ଉଲଂଘନ ଅଭିଯୋଗରେ ସିଲ୍ ହୋଇଥିବା ସୂଚନା । ପରବର୍ତ୍ତୀ ନିର୍ଦେଶନାମା ପର୍ଯ୍ୟନ୍ତ ବନ୍ଦ ରହିବ ଶିକ୍ଷାନୁଷ୍ଠାନ ।
ତେବେ ନିୟମ ନମାନିବାରୁ ବିଏମସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପୂର୍ବରୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା । ହେଲେ ସନ୍ତୋଷଜନକ ଉତ୍ତର ରଖିପାରିଲେନି ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ । ଫଳରେ ଆଜି ବିଏମସି କାର୍ଯ୍ୟାନୁଷ୍ଠାନ ନେଇଥିବା ସୂଚନା ରହିଛି ।