ଦାବି ପୂରଣ ନ କଲେ ଆସନ୍ତା ଦଶମ ସମେଟିଭ ପରୀକ୍ଷାରେ ସହଯୋଗ କରିବେ ନାହିଁ ବୋଲି ଚେତବନି ଦେଇଛନ୍ତି ଏନପିଏସ ଶିକ୍ଷକ ସଂଘ । ସେପଟେ ଆନ୍ଦୋଳନକୁ ଓହ୍ଲାଇଛି ଅଙ୍ଗନବାଡି କର୍ମଚାରୀ ସଂଘ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ : ଲୋୟର ପିଏମଜିରେ ଶିକ୍ଷକ ମାନଙ୍କ ଗଣ ଧାରଣା । ସରକାର ଚୁକ୍ତିଭିତ୍ତିକ ଉଚ୍ଛେଦ କଲେ କିନ୍ତୁ ଏହି ଶିକ୍ଷକ ମାନେ ଏବେ ବି ଚୁକ୍ତି ଭିତ୍ତିକ ହିସାବରେ କାର୍ଯ୍ୟରତ । ତେଣୁ ସରକାରଙ୍କୁ ବାରମ୍ବାର ଅଭିଯୋଗ କରିବା ପରେ ବି କୌଣସି ସୁଫଳ ନ ମିଳିଥିବାରୁ ଆଜି ଲୋୟର ପିଏମଜିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶିକ୍ଷକ।
ଦାବି ପୂରଣ ନ କଲେ ଆସନ୍ତା ଦଶମ ସମେଟିଭ ପରୀକ୍ଷାରେ ସହଯୋଗ କରିବେ ନାହିଁ ବୋଲି ଚେତବନି ଦେଇଛନ୍ତି ଏନପିଏସ ଶିକ୍ଷକ ସଂଘ । ସେପଟେ ଆନ୍ଦୋଳନକୁ ଓହ୍ଲାଇଛି ଅଙ୍ଗନବାଡି କର୍ମଚାରୀ ସଂଘ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।