ପାଞ୍ଚଗାଁ ପ୍ରଧାନସାହିର ସତ୍ୟବ୍ରତ ନାୟକଙ୍କ ଘରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଟଙ୍କା ସୁନା ସହ ଲାପଟପ୍ ଓ ଆଇପ୍ୟାଡ୍ ଲୁଟି ନେଇଥିବା ଅଭିଯୋଗ ହୋଇଛି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ : ରାଜଧାନୀରେ ମାତିଛନ୍ତି ଚୋର । ଝରକା ତାଡ଼ି ଲୁଟିନେଲେ ଟଙ୍କା, ସୁନା ଅଳଙ୍କାର । ଏୟାରଫିଲଡ ଅଞ୍ଚଳରେ ଲୁଟେରାଙ୍କ ଉତ୍ପାତ । ୭ ଲକ୍ଷ ନଗଦ ଟଙ୍କା ଓ ୫ ଲକ୍ଷର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ ।
ପାଞ୍ଚଗାଁ ପ୍ରଧାନସାହିର ସତ୍ୟବ୍ରତ ନାୟକଙ୍କ ଘରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଟଙ୍କା ସୁନା ସହ ଲାପଟପ୍ ଓ ଆଇପ୍ୟାଡ୍ ଲୁଟି ନେଇଥିବା ଅଭିଯୋଗ ହୋଇଛି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।