ଏଥିରେ ମୁଖ୍ୟ ଅତିଥି ଭାବରେ ପୋଲିସ କମିଶନର, ମୋ ସ୍କୁଲ ଅଭିଯାନ ଅଧ୍ୟକ୍ଷ ଆକାଶ ଦାଶନାୟକ, ଅଭିନେତା ସବ୍ୟସାଚୀ, ଅଭନେତ୍ରୀ ଅର୍ଚ୍ଚିତା, ଡାକ୍ତର ଅମ୍ରିତ ପଟଯୋଶୀଙ୍କ ସମତେ ଅନେକ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ଫ୍ଲାଗ ଅପ କରି ଥିଲେ ।
ଭାରତୀୟ ମାନସିକ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ହୋଇ ଯାଇଛି ୭୪ତମ ଜାତୀୟ ସମ୍ମିଳନୀ
Download Argus News App
