ରାଜ୍ୟରେ ଗତ 24 ଘଣ୍ଟାରେ 6116 କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ 3 ହଜାର 546 ଚିହ୍ନଟ ହୋଇଥିବା ବେଳେ 2570 ଜଣ ଲୋକାଲ କେସ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 875 ପଜିଭିଟ୍ ଚିହ୍ନଟ ହୋଇଛନ୍ତି ।ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 4 ଲକ୍ଷ 7 ହଜାର 457କୁ ପହଞ୍ଚିଛି । ଆକ୍ଟିଭ କେସ 45 ହଜାର 949 ରହିଛି। ଏହା ସହ ମହାମାରୀ ଆଜି 7 ମୁଣ୍ଡ ନେଇଛି ।
ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା; ରାଜ୍ୟବାସୀଙ୍କୁ ମାଗଣା ଟିକା
Download Argus News App
