ପୁରୀ ରଥଯାତ୍ରାରେ ଯଦି ପଜିଟିଭ ଲୋକ ଥିବେ ତେବେ ଟ୍ରାନ୍ସମିସନ ହେବ । ଯଦି ପଜିଟିଭ ଲୋକ ନଥିବେ ତେବେ ପଜିଟିଭ ହେବ ନାହିଁ । ଏହା ଭଲ ଭାବରେ ଜଣାପଡିବ ଯେ କେତେ ମାତ୍ରାରେ ସଂକ୍ରମଣ ବଢୁଛି । ତାହାର ପାର୍ଟନ କଣ ରହିବ । ଯେଉଁ ପ୍ରେଡିକ୍ସନ ଦିଆଯାଉଛି ସେଥିରେ ଯାହା ଆସିବ ସେହି ଅନୁସାରେ ସ୍ୱାସ୍ଥ୍ୟ ବିଭଗରେ ପଦକ୍ଷେପ ନେବ । କଟକ, ପୁରୀ, ଭୁବନେଶ୍ୱର ସହର ମାନଙ୍କରେ ଟେଷ୍ଟ ବଢ଼େଇବା ଆରମ୍ଭ ହୋଇଛି।
ଲକ୍ଷଣ ଦେଖାଗଲେ ତୁରନ୍ତୁ ଟେଷ୍ଟ କରନ୍ତୁ- ବିଜୟ ମହାପାତ୍ର

ଭୁବନେଶ୍ୱର: ସଂକ୍ରମଣ ବଢିବା ନେଇ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା ଦେଇଛନ୍ତି । ପୂର୍ବ ଦିନ ମାନଙ୍କରେ ସଂକ୍ରମଣ ଦେଖିଲେ କିଛି ଦିନ ହେଲା ବଢି ବଢି ଚାଲିଛି । ଯେଉଁ ସର୍ଭିଲାନ୍ସ କରାଯାଉଛି ସେଥିପାଇଁ ସଂକ୍ରମଣ ଅଧିକ ଚିହ୍ନଟ ହେଉଛନ୍ତି । ଲକ୍ଷଣ ଦେଖାଗଲେ ତୁରନ୍ତ ଟେଷ୍ଟ କରନ୍ତୁ । ଯାହା ଫଳରେ ସ୍ୱାସ୍ଥ୍ୟ ବିଭାଗକୁ ଅଧିକ ପଦକ୍ଷେପ କଣ ନିଆଯିବ ସେନେଇ ଉଚିତ ପଦକ୍ଷପ ନେବେ । ପ୍ରିକସନ ଠିକ ଭାବରେ ନନେଲେ ଏହାର ସଂଖ୍ୟା ବଢ଼ିପାରେ ।
ଭୟ ବଢ଼ାଇଲାଣି ଡେଙ୍ଗୁ

ଅର୍ଗସ୍ ବ୍ୟୁରୋ : ଭୟ ବଢ଼ାଇଲାଣି ଡେଙ୍ଗୁ । ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ କଟକ ସହରରେ ଚିହ୍ନଟ ହୋଇଛନ୍ତି ଦୁଇ ଜଣ ଆକ୍ରାନ୍ତ । ଡେଙ୍ଗୁ ମୁକାବିଲା ପାଇଁ ସିଏମସି ଆରମ୍ଭ କରିଛି ପ୍ରସ୍ତୁତି ।ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ମାନଙ୍କ ନେଇ ମେୟର କରିଛନ୍ତି ସମୀକ୍ଷା । ସହରରେ ଥିବ
Download Argus News App
