ଅଧିକ ପଢନ୍ତୁ : ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଲେ ପଞ୍ଚାୟତର କମିଟି ମେମ୍ବର ଓ ଅଞ୍ଚଳବାସୀ
ସେପଟେ ଆୟୋଜକ ଙ୍କ ପକ୍ଷରୁ ମଧ୍ୟ ଅନୁରୂପ ଭାବେ ସ୍ୱାସ୍ଥ୍ୟ ଶିବିର କୁ ଆସୁଥିବା ଲୋକଙ୍କ ପାଇଁ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଥିବା ଦେଖିବାକୁ ମିଳିଥିଲା । ବିଶେଷ ଭାବେ ଡାଇବେଟିସ , ଅର୍ଥପେଡିକ , ମେଡିସିନ୍ସ , ଗାଇନୋକୋଲୋଜି ର ବିଶେଷଜ୍ଞ ଙ୍କ ଦ୍ଵାରା ରୋଗୀ ମାନଙ୍କ ଚିକିତ୍ସା କାର୍ଯ୍ୟ ତ୍ଵରାନ୍ବିତ କରାଯାଇଛି । ଏହା ସହ ମାଗଣା ରକ୍ତ ପରୀକ୍ଷା ସହ ଏଠାକୁ ଆସୁଥିବା ରୋଗୀ ଙ୍କୁ ମାଗଣା ଔଷଧ ବଣ୍ଟନ କରାଯାଇଥିବାରୁ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିଛନ୍ତି ।