ଅନ୍ୟପଟେ କାର୍ ଚାଳକ ଫେରାର ରହିଛି । ମୃତକର ପରିଚୟ ମିଳିପାରିନାହିଁ । ପାଲଲହଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘାଟେଇ ଥିବା କାରକୁ ଜବତ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଛି । ଘଟଣାର ଅଧିକ ତଦନ୍ତ ଜାରି ରହିଛି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।
ଅନୁଗୋଳ: ଅନୁଗୋଳ ଜିଲ୍ଲା ପାଲଲହଡା ଥାନା 149 ନମ୍ବର ଜାତୀୟ ରାଜପଥ ଝିମିରିପାଲିରେ କାର୍-ବାଇକ୍ ମୁହାଁମୁହିଁ ଧକ୍କା । ଘଟଣାସ୍ଥଳରେ ବାଇକ୍ ଚାଳକର ମୃତ୍ୟୁ ହୋଇଛି । କାର୍ଟି ପାଳଲହଡା ପଟୁ ଖମାର ଅଭିମୁଖେ ଦ୍ରୁତ ଗତିରେ ଯାଉଥିବାବେଳେ ଭାରସାମ୍ୟ ହରାଇ ଆଗ ପଟୁ ଆସୁଥିବା ବାଇକ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବାଇକ ଚାଳକର ମୃତ୍ୟୁ ଘଟିଛି ।