ଏହି କାର୍ଯ୍ୟକ୍ରମରେ ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ବିଡି ମିଶ୍ର, ମୁଖ୍ୟମନ୍ତ୍ରୀ ପ୍ରେମା ଖାଣ୍ଡୁଙ୍କ ସମେତ ବରିଷ୍ଠ ସେନାଧିକାରୀ, ଜେନେରାଲ ରାଓ୍ବତଙ୍କ ଝିଅଙ୍କ ସମେତ ଅନ୍ୟ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ ହୋଇଥିଲେ । ଏହି ମିଲିଟାରୀ ବେସରେ ଏକ ବିଶାଳ ଗେଟ୍ ସ୍ଥାନୀୟ ସ୍ଥାପତ୍ୟ କଳାକୁ ଅନୁସରଣ କରି ନିର୍ମାଣ କରାଯାଇଛି । ଗତବର୍ଷ ଡିସେମ୍ବରରେ ହେଲିକପ୍ଟର ଦୁର୍ଘଟଣାରେ ଜେନେରାଲ ରାଓ୍ବତଙ୍କ ସହ ମୋଟ ୧୪ ଜଣ ପ୍ରାଣ ହରାଇଥିଲେ ।
ଭାରତ ଖବର ଆହୁରି ପଢ଼ନ୍ତୁ ।