ଆସନ୍ତା 10 ରୁ 15 ତାରିଖରେ ଆରମ୍ଭ ହେବାକୁ ଯାଉଛି ଏଫ ଆଇ ଏଚ ପ୍ରୋ ଲିଗ l ବିଶ୍ୱ ବିଜୟୀ ଜର୍ମାନ, ଭାରତ ଓ ଅଷ୍ଟ୍ରେଲିଆ ଭିତରେ ହେବ ଫାଇଟ। ଆଜିଠୁ ଆରମ୍ଭ ହୋଇଛି ଅଫ ଲାଇନ ଟିକେଟ ବିକ୍ରି l ମ୍ୟାଚ ଦେଖିବାକୁ ଟିକେଟ କାଉଣ୍ଟର ରେ ଦେଖିବାକୁ ମିଳିଛି ହକି ପ୍ରେମୀଙ୍କ ଲମ୍ବା ଲାଇନ।
ବିର୍ସା ମୁଣ୍ଡା ଷ୍ଟାଡିଅମ ରେ ପୁଣି ଦେଖିବାକୁ ମିଳିବ ହକି ମହାମୁକିବିଲା

ଅର୍ଗସ ବ୍ୟୁରୋ: ବିର୍ସା ମୁଣ୍ଡା ଷ୍ଟାଡିଅମ ରେ ପୁଣି ଦେଖିବାକୁ ମିଳିବ ହକି ମହାମୁକିବିଲା। ଆଜିଠୁ ଆରମ୍ଭ ହେଲା ଅଫ ଲାଇନ ଟିକେଟ ବିକ୍ରି। ଆସନ୍ତା 10 ତାରିଖ ଆରମ୍ଭ ହେବ ଏଫ ଆଇ ଏଚ ପ୍ରୋ ଲିଗ। ସୁନ୍ଦରଗଡ଼ ବିର୍ସା ମୁଣ୍ଡା ଷ୍ଟାଡିଅମରେ ପୁଣି ଦେଖିବାକୁ ମିଳିବ ହକି ମହାମୁକାଵଲା।
Download Argus News App
