ସୋସିଆଲ ମିଡ଼ିଆରେ ନିଜର ଦାଦାଗିରି ଜାହିର୍ କରିବାକୁ ଏମିତି ଉଦ୍ୟମ କରିଥିଲେ କିଛି ଯୁବକ । ଏପରିକି କେକ କାଟିବା ପରେ ସେ ଦୃଶ୍ୟକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ତେବେ ପାଞ୍ଚ ଜଣଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା । ଏନେଇ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂହ ।
ଅର୍ଗସ ବ୍ୟୁରୋ : ମହଙ୍ଗା ପଡିଲା କେକ କାଟିବା । ଖଣ୍ଡାରେ ଜନ୍ମଦିନ କେକ କାଟି ବନ୍ଧା ହେଲେ 5 ଅଭିଯୁକ୍ତ । ନୟାପଲ୍ଲୀ ଥାନା ପୋଲିସ ଏହି ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରିଛି ।