ମା' ତାରିଣୀଙ୍କ ପୀଠରେ ବିଶାଳ ଧଡା ବିରୋଧୀ ମେଳି ପରେ ଏହି ଶପଥ ପାଠ ଦେଖିବାକୁ ମିଳିଛି । ବାହାନଗା ବ୍ଲକରେ ସଭା କରି ବିଜେଡି ବିଧାୟକଙ୍କ ବିରୋଧରେ ବିଦ୍ରୋହର ମଞ୍ଜି ବୁଣିଥିଲେ ବିଦ୍ରୋହୀ । ପରେ ଧିରେ ଧିରେ ଏହା ଉଗ୍ରରୂପ ନେଉଛି । ଅନ୍ୟପଟେ ସୋର ବିଜେଡି ବିଧାୟକ ପର୍ଶୁରାମ ଧଡ଼ା ମଧ୍ୟ ଜିଲ୍ଲାପରିଷଦ, ସରପଞ୍ଚ, ସହ କର୍ମୀ ଏବଂ ନେତାଙ୍କୁ ଧରି ସୋର ପୌରାଞ୍ଚଳ ଏବଂ ବାହାନଗା ବ୍ଲକରେ ବିରାଟ ଜନ ସମ୍ପର୍କ ଯାତ୍ରାରେ ରାଲି କରି ବିଦ୍ରୋହୀଙ୍କୁ ମୁଁହ ତୋଡ ଜବାବ ଦେବା ପାଇଁ କହିଥିଲେ ।
ଆହୁରି ପଢନ୍ତୁ ଓଡିଶା ଖବର...