ମୁଖ୍ୟମନ୍ତ୍ରୀ ବିଦେଶରେ ଥିବାବେଳେ ସମର୍ଥନ ନେଇ ଘୋଷଣା କରିଛନ୍ତି । ଏବଂ ବିଧାନସଭାର ସମସ୍ତ ସଦସ୍ୟଙ୍କୁ ସମର୍ଥନ କରିବା ନେଇ ନିବେଦନ କରିଛନ୍ତି । ଓଡିଶା ପାଇଁ ଗୌରବାନିତ ମୂହୂର୍ତ୍ତ, ଆମ ମାଟିର ଝିଅ ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ଦଳମତ ନିର୍ବିଶେଷରେ ଦ୍ରୌପଦୀଙ୍କୁ ସମସ୍ତ ସମର୍ଥନ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।