ସେପଟେ ବଲାଙ୍ଗିର ପୋଲିସର ଏକାଧିକ ଟିମ୍ ଆଖପାଖ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି । ଜାଲ୍ ସାର୍ଟିଫିକେଟର ତଦନ୍ତ ପାଇଁ ୪ଟି ପୋଲିସ ଟିମ ଗଠନ ହୋଇଥିବା ବେଳେ ରାଜ୍ୟରେ ୨ଟି ଟିମ ତଦନ୍ତ କରୁଛି । ସେହିପରି ରାଜ୍ୟ ବାହାରକୁ ଯିବ ୨ଟି ଟିମ୍ ।
ସେପଟେ ନବ ଦାସ ହତ୍ୟାକାଣ୍ଡ ଘଟଣାରେ ମତ ରଖିଛନ୍ତି ବିଜୟ । 60 ଦିନ ପରେ ମଧ୍ୟ ସତ ସମ୍ନାକୁ ଆସୁ ନାହିଁ । କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ମୁଁ ବିସ୍ମିତ । ଗୋପାଳକୁ ପାଗଳ ବୋଲି ଦର୍ଶାଇ ଥିଲା କିଏ ? ଯିଏ ଏ ଷ୍ଟୋରି କରିଥିଲା ତା ବିରୁଦ୍ଧରେ ସରକାର କ’ଣ ପଦକ୍ଷେପ ଗ୍ରହଣ କଲେ । ସରକାରଙ୍କ ଇଙ୍ଗିତରେ ଷ୍ଟୋରି ହୋଇଥିଲା କି ବୋଲି ପ୍ରଶ୍ନ କରିଛନ୍ତି ବିଜୟ ।
ଆହୁରି ଓଡିଶା ଖବର ପଢନ୍ତୁ