Nuakhai Express | 27 Jan 2023 | Argus News
ବିଜେଡି ବିଧାୟକଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ

ପଦମପୁରରେ ବିଜେଡି ବିଧାୟକଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ । ବିଜେପି ନେତାଙ୍କୁ ବନ୍ଧୁକ ମୁନରେ ଅପହରଣ କରିଥିବା ଅଭିଯୋଗ । ଥାନାରେ ଅଭିଯୋଗ କଲା ବିଜେପି । ବିଜେପି ନେତା ଦିଲ୍ଲୀପ କୁମାର ସେନାପତିଙ୍କୁ ଆଜି ସନ୍ଧ୍ୟାରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରବନ୍ଧ ବ୍ଲକ, ଗୋଠୁଗୁଡା ପଞ୍ଚାୟତ ସନଦାଦର ଛକରୁ ଲାଞ୍ଜିଗଡର ବିଜେଡି ଦଳର ବିଧାୟକ ପ୍ରଦୀପ ଦିଶାରୀ ଓ ତାଙ୍କର ସହଯୋଗୀ ଦୁଇଟି ଇନୋଭା ଗାଡିରେ ଅପହରଣ କରିଥିବା ଅଭିଯୋଗ ହୋଇଛି ।
Download Argus News App
