ରୂପରେଖ ପ୍ରସ୍ତୁତ ହେବ। ସାଂଗଠନିକ ପ୍ରସ୍ତାବ ଗ୍ରହଣ ହେବ। ନୂଆ କର୍ମକର୍ତ୍ତା ନିର୍ବାଚନ ପରେ ଦାୟିତ୍ୱ ବଣ୍ଟନ କରାଯିବ। କେଉଁ ମୁଦ୍ଦା ନେଇ ଦଳ ଲଢେଇ କରିବ ଖସଡ଼ା ପ୍ରସ୍ତୁତ କରିବ। ରାଜକୌଶଲ ନିର୍ଦ୍ଧାରିତ ହେବ। ୩୨ ସାଂଗଠନିକ ଜିଲ୍ଲାରେ ତୃଣମୂଳ ସ୍ତରରୁ ସୁଦୃଢ, ଲୋକାଭିମୁଖୀ ଯୋଜନା ପହଞ୍ଚାଇବା, ଯୋଜନାର ସଫଳ ରୂପାୟନ ନେଇ ଆଲୋଚନା ହେବ ବୋଲି କହିଛନ୍ତି ଦଳର ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ, ବ୍ଲକ, ଏନ ଏ ସି ସ୍ତରରେ ପ୍ରତିଷ୍ଠା ଦିବସ ପାଳିବ ଦଳ । କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ଏହା ପାଳନ କରାଯିବ ।
ଡିସେମ୍ବର ୨୬ରେ ପ୍ରତିଷ୍ଠା ଦିବସ ପାଳିବ ବିଜେଡି

ଭୁବନେଶ୍ୱର: ବିଜେଡିକୁ ୨୨ ପୁରୀ ୨୩ ଚାଲିବ । ଡିସେମ୍ବର ୨୬ରେ ପ୍ରତିଷ୍ଠା ଦିବସ ପାଳିବ ଦଳ । ଏହାପୁର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ସୂଚନା ଦେଇଛନ୍ତି । ୨୦ ରେ ରାଜ୍ୟ କାର୍ଯ୍ୟକାରିଣୀ, ୨୧ରେ ରାଜ୍ୟ ପରିଷଦ ବୈଠକ ଅନୁଷ୍ଠିତ ହେବ। ପରିବର୍ଦ୍ଧିତ ପରିଷଦ ବୈଠକ ବସିବ। ରାଜ୍ୟ ପରିଷଦ ସଭ୍ୟ, ବିଧାୟକ, ସାଂସଦ ଯୋଗ ଦେବେ। ରାଜନୈତିକ ଚିଠା ପ୍ରସ୍ତାବ ଗ୍ରହଣ କରାଯିବ। ସାଂଗଠନିକ କାର୍ଯ୍ୟକ୍ରମ ନେଇ ବିସ୍ତୃତ ଭବେ ଆଲୋଚନା ହେବ।
Download Argus News App
