ଅଧିକ ପଢନ୍ତୁ :ପ୍ରେମିକାର ଅଶ୍ଳିଳ ଭିଡିଓ ଭାଇରାଲ କରି ଜେଲଗଲା ପ୍ରେମିକ
କହୁଛନ୍ତି, ଏଠି ମିଟିଂ ହେଇପାରିବନି...ଚାଲ ଏଠୁ...ଏଇଟା ରାଜା ସ୍ବାଇଁଙ୍କ ଏରିଆ । ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । କୁହାଯାଉଛି, ଭିଡିଓଟି ଆଠଗଡ଼ର ଧୂରୁଷିଆ ପଞ୍ଚାୟତର ।
ଅର୍ଗସ ବ୍ୟୁରୋ : ମନ୍ତ୍ରୀ ରାଜା ସ୍ଵାଇଁଙ୍କ ନାଁ ନେଇ ଜଣେ ଯୁବକ ଦେଉଛନ୍ତି ଖୁଲମାଖୁଲା ଧମକ । କିଛି ବିଜେପି କର୍ମୀ ବସି ବୈଠକ କରୁଥିବା ବେଳେ ଏଠି ବୈଠକ ହୋଇପାରିବ ନାହିଁ ବୋଲି ସେ ଧମକ ଦେଉଛନ୍ତି ।