ପୋଲିସ ସହ ଧସ୍ତାଧସ୍ତି ହେବା ସହ ଜଣେ ବିଜେଡି କର୍ମୀ, ପୋଲିସଠାରୁ ସର୍ଭିସ ପିସ୍ତଲ ଛଡାଇ ନେଇଥିଲେ। ଇଏ ହେଉଛି ସେହ ବ୍ୟକ୍ତି, ଯାହାଙ୍କ ନାଁ ସରୋଜ ଶାହ। କ୍ରାଇମବ୍ରାଞ୍ଚ ଟିମ୍ ଗୁଳିମାଡ଼ ଘଟଣାର ତଦନ୍ତ ଜାରି ରଖିଥିବାବେଳେ ବିଜେଡି କର୍ମିଙ୍କ ଏପରି ଗୁଣ୍ଡାଗିରି ନେଇ କଣ କାର୍ଯ୍ୟାନୁଷ୍ଠାନ ନେଉଛି ତାକୁ ହିଁ ଅପେକ୍ଷା। ।
ଅଭିଯୁକ୍ତ ଏଏସଆଇ ଗୋପାଳ ଦାସଙ୍କ ଉପରେ ବିଜେଡି କର୍ମୀଙ୍କ ଆକ୍ରମଣ
Download Argus News App
