ଉପନିର୍ବାଚନ ସମୟରେ ବ୍ୟାପକ ମଦ କାରବାର କରିବା ପାଇଁ ରାଜ୍ୟ ସରକାର ଏଭଳି ଅଗଣତାନ୍ତ୍ରିକ କାର୍ୟ୍ୟ କରିଛନ୍ତି । ଲିକରକୁ ଲଟେରୀ ବ୍ୟବସ୍ଥାକୁ ନେବାକୁ ଯୋଜନା କରିଥିବା ସୁଶୀଲ କୁମାର ଲୋହାନି ଉପନିର୍ବାଚନ ସମୟରେ ସରକାରଙ୍କ ପାଇଁ ମଦର ବନ୍ୟା କରିବେ ଆଉ ଭୋଟ ବ୍ୟାଙ୍କକୁ ପ୍ରଭାବିତ କରିବେ ବୋଲି ଅଭିଯୋଗ କରିଛନ୍ତି ।ଟ୍ଟ
CEO ସୁଶୀଲ କୁମାର ଲୋହାନିଙ୍କ ବିରୁଦ୍ଧରେ ବିଜେପିର ଅଭିଯୋଗ

ଭୁବନେଶ୍ୱର: CEO ସୁଶୀଲ କୁମାର ଲୋହାନିଙ୍କ ବିରୁଦ୍ଧରେ ବିଜେପିର ଅଭିଯୋଗ । ସୁଶୀଲ କୁମାର ଲୋହାନି CEO ରହିବା ସହ ଅବକାରୀ ବିଭାଗର ସଚିବ ରହିଛନ୍ତି । ତେଣୁ ତାଙ୍କୁ ଯେ କୌଣସି ଗୋଟିଏ ପଦବୀରେ ରଖାଯାଉ । ଏ ନେଇ ଆମେ କେନ୍ଦ୍ରୀୟ ନିର୍ବାଚନ କମିଶନଙ୍କ ନିକଟରେ ଜଣେଇଛୁ ।
Download Argus News App
