ବିଜେଡି ମଧ୍ୟ ରାଜ୍ୟ ଠାରୁ ନେଇ ଜିଲ୍ଲା ପୁର୍ବତ୍ତନ ସଭାପତି ଙ୍କୁ ବାଧ୍ୟ କରି ସାମ୍ଵାଦିକ ସମ୍ମିଳନୀ କରି ନିନ୍ଦା କଲେ । ଜଣେ କ୍ୟାବିନେଟନ ମନ୍ତ୍ରୀ କୁ ପୋଲିସ ହତ୍ୟା କରିଥିବାରୁ ବିରୋଧି ଦଳ ନେତା ରାଜ୍ୟ ପୋଲିସ ଉପରେ ଭରଷା ନଥିବା କହିଛନ୍ତି । ପୁର୍ଵରୁ ଗୃହରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରା ମଧ୍ୟ ପୋଲିସ କମିଶନ ଖାଇ ମିଛ ମାମଲା କରୁଛି ବୋଲି ମନ୍ତ୍ରବ୍ୟ ଦେଇଥିଲେ ।
ନୟାଗଡ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ମଧ୍ୟ କହିଛନ୍ତି ମୋ ପିଏସଓ ବି ଗୋପଳ ଦାସ ହୋଇପାରେ । ଏସବୁ ପ୍ରମାଣିତ କରୁଛି ପୋଲିସ ବିଭାଗ ନିଜ ପାଇ ନୁହେ ବିଜେଡି ପାଇ କାମ କରୁଛି।
ରାଜନୀତି ଖବର ଆହୁରି ପଢନ୍ତୁ