ଅଧିକ ପଢନ୍ତୁ ଓଡ଼ିଶା ଖବର
ନିକଟରେ ୱାର୍ଡ ନଂ ୨୦ର କର୍ପୋରେଟର ପୋଲିସ ସହ ହାତାହାତି ହୋଇଥିବା ଦେଖିବାକୁ ମିଳିଥିଲା । ଏବଂ ଜମି ବାଡି ମାମଲାରେ ଧରାପଡ଼ିଥିବା ଗୁଣ୍ଡା ମାନେ ୱାର୍ଡ ନଂ ୨୫ ଓ ୩୭ ନଂ ୱାର୍ଡର କର୍ପୋରେଟର ମାନଙ୍କ ସ୍ବାମୀଙ୍କ ସହ କାରବାର କରନ୍ତି ବୋଲି ବାବୁ ସିଂ ଅଭିଯୋଗ କରିଛନ୍ତି । ଗୁଣ୍ଡାମାନଙ୍କୁ ସହଯୋଗ କରୁଥିବା କର୍ପୋରେଟର ମାନଙ୍କ ବିଜେଡି କଣ ବାଛି ବାଛି ଟିକେଟ ଦେଉଛି କି ବୋଲି ସେ ପ୍ରଶ୍ନ କରିଛନ୍ତି ।