ରାଜ୍ୟ ସରକାର ପଲିଟିକାଲ ୱିଲ ପାୱାର ଦେଖାନ୍ତୁ । କେନ୍ଦ୍ର ସରକାର ତୁରନ୍ତ ନିଷ୍ପତ୍ତି ନେଲେ । ଏବେ ରାଜ୍ୟ ସରକାର କାଳବିଳମ୍ବ ନ କରି ଶୀଘ୍ର ଜଣାନ୍ତୁ । ବିଜେପି ସହ ସମାନ ଦାବି ଉଠାଇଛନ୍ତି କଂଗ୍ରେସର ପ୍ରଦୀପ ମାଝୀ । ସେପଟେ ଏହାର ଜବାବ ରଖିଛି ବିଜେଡି । ବିଜୁ ଜନତା ଦଳ ପକ୍ଷରୁ ଖେଳାଯାଇଛି, ଟିକା ରିହାତି କାର୍ଡ ।
ଓଡ଼ିଶାବାସୀଙ୍କୁ ମାଗଣା ଟିକା ଦେଉ ରାଜ୍ୟ, ଦାବି ଉଠାଇଲେ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର: ଓଡ଼ିଶାବାସୀଙ୍କୁ ମାଗଣା ଟିକା ଦେଉ ରାଜ୍ୟ । ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ସରକାର 24 ଘଣ୍ଟା ଭିତରେ ଏ ସଂପର୍କରେ ଘୋଷଣା କରନ୍ତୁ । 18 ରୁ 45 ବୟସ୍କଙ୍କ ଟିକାକରଣ ମାଗଣା କରାଯାଉ । ଅନ୍ୟ କିଛି ରାଜ୍ୟରେ ମାଗଣା ଟିକା ଦେବାକୁ ଘୋଷଣା କରାଯାଇଛି ।
ବିପଦ ସଙ୍କେତ ବହୁ ଉପରେ ରାଜ୍ୟର ବିଭିନ୍ନ ନଦୀ

କଟକ: ମହାନଦୀରେ ବଡ ବନ୍ୟା । ହୀରାକୁଦ, ତେଲ ନଦୀ ପାଣିରେ ଉବୁଟୁବୁ ଅଧା ଓଡ଼ିଶା । କ୍ରମାଗତ ଭାବରେ ବୃଦ୍ଧି ପାଉଛି ବୈତରଣ ଓ ଖରସ୍ରୋତାର ଜଳସ୍ତର । ବିପଦ ସଙ୍କେତ ବହୁ ଉପରେ ରାଜ୍ୟର ବିଭିନ୍ନ ନଦୀ । କେଉଁଠି ଗାଁ ଭିତରେ ପାଣି ତ କେଉଁଠି ରାସ୍ତା ଉପରେ ଲହଡି ଭାଙ୍ଗୁଛି ବନ୍ୟା ଜଳ । ବାହ୍ୟ ଜଗତରୁ ବିଛିନ୍ନ ଅନେକ ଅଂଚଳ । ଲଗାଣ ବର୍ଷାରେ ଶ
Download Argus News App
