ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ କ୍ରାଇମବ୍ରାଞ୍ଚର ଚାର୍ଜସିଟକୁ ନେଇ ତେଜିଲା ରାଜନୀତି !
ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତକୁ ବିଜେପିର ବିରୋଧ

କଟକ: ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତକୁ ବିଜେପିର ବିରୋଧ । ମୁଖ୍ୟମନ୍ତ୍ରୀ ଗସ୍ତକୁ କଳା ପତାକା ଦେଖାଇ ବିରୋଧ କଲେ ବିଜେପି କର୍ମୀ । ସଂଖ୍ୟା ଲଘୁ ମୋର୍ଚା ସଭାପତି ସିକେନ୍ଦର ଅଲ୍ଲୀଙ୍କ ସମେତ ୭ ଜଣ ବିଜେପି କର୍ମୀଙ୍କୁ ଉଠାଇ ନେଇଛି ପୋଲିସ । କଟକରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିଛନ୍ତି ବିଜେପି କର୍ମୀ ।
Download Argus News App
