ଅଧିକ ପଢନ୍ତୁ ଓଡ଼ିଶା ଖବର
କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ରୂପେ ଶ୍ରୀ ଶ୍ୱେତ ଦୋରା (କାଜୁ ଚାଷ); ଜଗନ୍ନାଥ ମହାପାତ୍ର (ଔଷଧୀୟ ବୃକ୍ଷ ଚାଷ); ସୁଶ୍ରୀ ଜୟଲକ୍ଷ୍ମୀ ମହାନ୍ତି (ମହିଳା ଚାଷୀ ଓ ମତ୍ସ୍ୟ ଚାଷ); ଦିବ୍ୟଶଙ୍କର ଭୋଇ (ଧାନ ପ୍ରୋକ୍ୟୁରମେଂଟ); ଅଜୟ କୁମାର ସ୍ୱାଇଁ (ପ୍ରଧାନମନ୍ତ୍ରୀ ସିଂଚାଇ ଯୋଜନା); ପ୍ରଶାନ୍ତ କୁମାର ସ୍ୱାଇଁ (ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା); ସନ୍ତୋଷ କୁମାର ଜେନା (ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା); ପ୍ରମୋଦ କୁମାର ରାଉତରାୟ (କୃଷି ଜାତ ଦ୍ରବ୍ୟ ଆର୍ନ୍ତଜାତୀୟ ରପ୍ତାନୀ ଓ ଆମଦାନୀ); ଜନାର୍ଦନ ଦଳ ବେହେରା (ଜଳସେଚନ); ହରିହର ମହାନ୍ତ (ସୂଚନା ଅଧିକାର ଆଇନ); ଅଜୟ କୁମାର ସାହୁ (କୃଷି ଉଦ୍ୟାନ ବିଭାଗ); ରାଜକିଶୋର ମେଣ୍ଡ୍ଲି (ପାଣି ପଂଚାୟତ); ଉତମ କୁମାର ପାଣିଗ୍ରାହୀ (ଗୋପାଳନ); ଜଗନ୍ନାଥ ଗଡନାୟକ ସିଂହ (ପଶୁ ପାଳନ)ଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁ ପ୍ରେସ୍ ବାର୍ତାରେ ଜଣାଇଛନ୍ତି ।