କୋରାପୁଟର ଜଣେ ଏସିଏଫ ସୁରଜିତ ସାହୁଙ୍କ ଉପରେ ରେଡ୍ କରିଛି ଭିଜିଲାନ୍ସ । ବିଜୟାନନ୍ଦ ସାହୁ, କନ୍ଦର୍ପ ପ୍ରଧାନ କିଏ ? ରାଜନୈତିକ ସମ୍ପର୍କ କଣ ? ପର୍ଜଙ୍ଗ ବିଧାୟକ ତଥା ପୂର୍ବତନ ମନ୍ତ୍ରୀଙ୍କ ସହ ସଂପର୍କ ନେଇ ଭିଜିଲାନ୍ସ ତଦନ୍ତ କରିବ କି ? ପ୍ରେସମିଟ୍ କରି ଏଭଳି ପ୍ରଶ୍ନ କରିଛି ବିଜେପି । ନେତା ଓ ଅଫିସରଙ୍କ ମଧ୍ୟରେ ମଧୁଚନ୍ଦ୍ରିକାରେ ରାଜ୍ୟରେ ଲୁଟ୍ ହେଉଛି । କୋରାପୁଟର ଜଣେ ଏସିଏଫ ସୁରଜିତ ସାହୁଙ୍କ ଉପରେ ଭିଜିଲାନ୍ସ ରେଡ୍ କରିଛି । ବିଜୟାନନ୍ଦ ସାହୁ, କନ୍ଦର୍ପ ପ୍ରଧାନ କିଏ । ରାଜନୀତି ସମ୍ପର୍କ କଣ ? ପରଜଙ୍ଗ ବିଧାୟକ ତଥା ପୂର୍ବତନ ମନ୍ତ୍ରୀଙ୍କ ସହ ସଂପର୍କ ଉପରେ ଭିଜିଲାନ୍ସ ତଦନ୍ତ କରିବ କି ?
ନେତା ଓ ଅଫିସରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ହୋଇ ରାଜ୍ୟରେ ଲୁଟ ହେଉଛି । ଉମେଶ ଜେନା ଉଲିବୁର ମାଇନିଂ କେସରେ ସମ୍ପୃକ୍ତ ଥିଲେ । ମାଇନିଂ ମାଫିଆ, କମ୍ପାନୀ, ଅଫିସର ଓ ରାଜନେତାଙ୍କ ମଧ୍ୟରେ ଥିବା ଲିଙ୍କର ଭିଜିଲାନ୍ସ ତଦନ୍ତ ହେବା ଉଚିତ । ଲୋକାଯୁକ୍ତ ମଧ୍ୟ ଏହି ତଦନ୍ତରେ ହସ୍ତକ୍ଷେପ କରନ୍ତୁ । ତାହେଲେ ଯାଇ ତଦନ୍ତ ଠିକ୍ ବାଟରେ ଯିବ । ରାଜ୍ୟରେ ପିସି କଲଚର ବଢ଼ିଛି ବୋଲି ସେ କହିଛନ୍ତି ।
କ୍ରାଇମବ୍ରାଞ୍ଚର ପ୍ଲାନ ହେଲା ଫ୍ଲପ୍