ରାଜ୍ୟସରକାରଙ୍କ ଏଭଳି କାର୍ଯ୍ୟକଳାପ ପ୍ରତିବାଦରେ ଆଜି ମାଷ୍ଟର କ୍ୟାଂଟିନ ଛକରେ ଜିଲ୍ଲା ବିଜେପି ତରଫରୁ ‘ସିଟି ବସ୍ ର ଡମି’କୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତି, ପୂର୍ବତନ ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପଧ୍ୟକ୍ଷା ଅର୍ପିତା ଅପରାଜିତା ବଡଜେନା, ଜିଲ୍ଲା ସାଧାରଣ ସମ୍ପାଦକ ଅଭିଷେକ ଆଚାର୍ଯ୍ୟ, ହିମାଂଶୁ ଛୋଟରାୟ ଓ ଦିଲ୍ଲୀପ ବେହେରା, ଜିଲ୍ଲା ଉପସଭାପତି ବିଭାସ ସେନଗୁପ୍ତା, ନିରଂଜନ ରାଉତରାୟ, ତୃପ୍ତିମୟୀ ମକଦ୍ଦମ, ମାନସୀ ରାୟ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ରଶ୍ମିରଞ୍ଜନ ମୁଦୁଲି, ମହିଳା ମୋର୍ଚ୍ଚା ସଭାପତି ମନ୍ଦାକିନୀ ପାତ୍ର, ଜିଲ୍ଲା ମଣ୍ଡଳ ସଭାପତି ସନ୍ତୋଷ ଜେନା, ଦାମୋଦର ବେହେରା, ରାମଚନ୍ଦ୍ର ରଣସିଂ, ଅମରଜ୍ୟୋତି ଜଗଦ୍ଦେବ, ଅରୁଣ ପୁରୋହିତ, ଜିତେନ୍ଦ୍ର ମହାନ୍ତି, ବିଜୟ କୁମାର ରାଉତ, ଜିଲ୍ଲା ସାଧାରଣ ସଂପାଦକ ଉନ୍ନତି ପରିଡା, ଦିନବନ୍ଧୁ ଦାଶ, ଧବଳେଶ୍ୱର ମୂର୍ତି, ସୁଶାନ୍ତ କୁମାର ସାବତ, ମନୋରଂଜନ ସ୍ୱାଇଁ, ଶତରୂପା ମିଶ୍ର, ପ୍ରଶାନ୍ତ କୁମାର ମହାନ୍ତି, ରଶ୍ମିରଂଜନ କାନୁନଗୋ, ସୁବାଷିନୀ ବଳ, ସୁନୀଲ ପ୍ରଧାନ, ମନୋଜ ପଶ୍ଚିମକବାଟଙ୍କ ସମେତ ବହୁ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ ।