ଏହି ଘଟଣାରେ ବିଜେପି ପକ୍ଷରୁ ପ୍ରତିଦାଦ କରାଯିବା ସହ ୭ ଦିନ ମଧ୍ୟରେ ବିଡ଼ିଓ କଣ କାର୍ଯ୍ୟନୁଷ୍ଟାନ ନେବେ ବୋଲି ସର୍ବସାଧାରଣରେ ଉତର ରଖିବାକୁ ଦଳ ଦାବୀ କରିଥିଲା, ଏହି ଘଟଣାରେ ୭ ଦିନ ପରେ ମଧ୍ୟ ପ୍ରଶାସନ ପକ୍ଷରୁ କୈଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଏହାର ପ୍ରତିବାଦରେ ଅଭିନବ ଭାବେ ବିଜେପି ପ୍ରତିବାଦ ସରୂପ ବ୍ଲକ କାର୍ଯ୍ୟଳୟ ଆଗରେ ଏକ ବୃଷବର ଜନ୍ମ ଦିନ ପାଳନ ସହ ପ୍ରତିବାଦ ସଭା ମାଧ୍ୟମରେ ଶାଷକ ଦଳଉପରେ ବର୍ଷିଥିଲେ ।
ଓଡିଶା ଖବର ଆହୁରି ପଢନ୍ତୁ