ଜୟପୁର ବ୍ଲକ ବ୍ରାହ୍ମଣି ଗାଁରେ ଜଣେ ବିବାହିତ ମହିଳାଙ୍କୁ ବନ୍ଧୁକ ମୁନରେ ଦୁଷ୍କର୍ମ କରିବା ନେଇ ମହିଳାଙ୍କ ସ୍ବାମୀ ଜୟପୁର ମହିଳା ଥାନାରେ ଅଭିଯୋଗ କରିଥିଲେ। ତେବେ ଏହି ଘଟଣାରେ ପୋଲିସ ତଦନ୍ତ ଠିକ ବାଟରେ ତଦନ୍ତ କରୁ ନଥିବା ଅଭିଯୋଗ ହୋଇଛି।
ଯାହାକୁ ନେଇ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଜୟପୁର ବନ୍ଦ ଡାକରା ଦିଆଯାଇଛି।