ବିଜେଡି ପ୍ରଚାରରେ ଷ୍ଟେଜ ପରିଚାଳନା କରୁଥିବା ୪ର୍ଥ ଶ୍ରେଣୀ କର୍ମଚାରୀ ସମ୍ପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗ ହୋଇଛି। ସରକାରୀ କର୍ମଚାରୀ ଜଣକ ଢେଙ୍କାନାଳ ବିଧାୟକଙ୍କୁ ମାଳ ପିନ୍ଧାଇବା ସହ ଲୋକ ଯୋଗାଡ଼ କରିଥିବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଉର୍ମିଳା ମହାପାତ୍ରଙ୍କ ନେତୃତ୍ୱରେ ଫେରାଦ ହୋଇଛି ବିଜେପିର ଏକ ଟିମ।
ଫଳରେ ୯୭ଟି ସମ୍ବେଦଶୀଳ ବୁଥରେ କେନ୍ଦ୍ରୀୟ ଫୋର୍ସ ମୁତୟନ କରିବା ସହ ୱେବ କାଷ୍ଟିଙ୍ଗ କରିବା ପାଇଁ ସିଇଓଙ୍କ ପାଖରେ ବିଜେପି ଦାବି ଜଣାଇଛି।