After getting repeated test for Covid-19, my report has come out positive.
All those who have come in contact with me in the last 5 days may please get themselves tested and self isolate & take necessary precautions.@IPR_Odisha @BJP4Odisha @otvnews @kanak_news @ZeeOdisha — Pradipta Kumar Naik (@pradiptanaikbjp) April 19, 2021
ତେଣୁ ଗତ 5 ଦିନରେ ଯେଉଁମାନେ ତାଙ୍କ ସଂସ୍ପର୍ଷରେ ଆସିଛନ୍ତି ସେମାନେ କୋଭିଡ ଟେଷ୍ଟ କରିବା ସହ ସଙ୍ଗରୋଧରେ ରୁହନ୍ତୁ । ଏବଂ ଆବଶ୍ୟକ ଅନୁସାରେ ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି । ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ସେ କୋରୋନାରେ ଆକ୍ରାନ୍ତ ହୋଇଥିଲେ ।