ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଓ ବିଧାୟକ ସୁକାନ୍ତ ନାୟକଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ବିଜେପି ଉପସଭାପତି ଗଙ୍ଗାଧର ମିଶ୍ର ଓ ନୀଳଗିରି ସ୍ଵର୍ଣଚୁଡ଼ ମଣ୍ଡଳ ବିଜେପି ସଭାପତି ତାପସ ମହାନ୍ତିଙ୍କ ନେତୃତ୍ୱରେ ବାଦ ପଡ଼ିଥିବା ହିତାଧିକାରୀ ମାନେ ନୀଳଗିରି ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଆସନ୍ତା ୨୯ ତାରିଖ ସୁଦ୍ଧା ନିରପେକ୍ଷ ତଦନ୍ତ କରି ଯୋଗ୍ୟ ହିତାଧିକାରୀଙ୍କ ନାମ ପ୍ରକାଶନ ନକଲେ ଆଗାମୀ ୩୦ ତାରିଖରେ ନୀଳଗିରି ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ଗଣଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ନେତୃମଣ୍ଡଳୀ।
ରାଜନୀତି ଖବର ଆହୁରି ପଢନ୍ତୁ ।