ହତ୍ୟା ର ପ୍ରକୃତ କାରଣ କଣ ତାହା ସ୍ପଷ୍ଟ ହେବାର ଆବଶ୍ୟକତା ରହିଛି । ରାଜ୍ୟ ସରକାର ନିରପେକ୍ଷ ତଦନ୍ତ କରି ତଥ୍ୟ ସାମ୍ନା ରେ ରଖନ୍ତୁ ।ତିନି ଦିନ ରାଜ୍ୟ ଶୋକ ପାଳନ କରାଯାଉଛି । ଏଥିପାଇଁ ବିଜେପି ତାର ସମସ୍ତ ଆନ୍ଦୋଳନ କୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି ।
1 ତାରିଖରେ ସମସ୍ତ ବ୍ଲକ ଘେରାଉ କରିବାକୁ ବିଜେପି ନିଷ୍ପତ୍ତି ନେଇଥିଲା । ଏବେ ରାଜ୍ୟ ଶୋକ କୁ ସମର୍ଥନ ଜଣାଇ ଏହାକୁ ବାତିଲ କରାଯାଉଛି । ଆସନ୍ତା 2,3,4 ତାରିଖରେ ଏହି ବ୍ଲକ ଘେରାଉ କାର୍ଯ୍ୟକ୍ରମ କରିବ ବିଜେପି ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।