ଆଜି ସକାଳେ ଓଡ୍ରାଫ ଟିମ୍ ପହଞ୍ଚି ନିଖୋଜ ବାଳକକୁ ମୃତ ଅବସ୍ଥାରେ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ବଡ଼ ମେଡିକାଲକୁ ପଠାଯାଇଥିଲା । ଶବ ବ୍ୟବଚ୍ଛେଦ ପରେ ମୃତକ ପରିବାରକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।
କଟକ: କଟକ ବିଡାନାସୀ ମଇଁଷି ଗୋଠ ଗଡ଼ାରେ ବୁଡି ନିଖୋଜ ଘଟଣା । ଶନିବାର ରାତିରେ ପୋଲିସ ଓ ଦମକଳ ବାହୀନି ଘଟଣାସ୍ଥଳରେ ପହଞ୍ଚି ନିଖୋଜ ବାଳକକୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ସନ୍ଧ୍ୟା ହୋଇଯାଇଥିବାରୁ ନିଖୋଜ ବାଳକର କୌଣସି ଖବର ମିଳିନଥିଲା ।