ଅର୍ଗସ ପାଳିଲା ଅନ୍ତର୍ଜାତୀୟ ମହିଳା ଦିବସ ..
ବାଲେଶ୍ୱର : ବାଲେଶ୍ୱର ଜଳେଶ୍ୱରରେ ଅଘଟଣ । ବୋଲେରୋକୁ ଧକ୍କା ଦେଇ ଓଲଟିଲା ଗୋରୁ ବୋଝେଇ ଟ୍ରକ । ଘଟଣାସ୍ଥଳରେ ୧୫ ଗୋରୁ ମୃତ ।
ଜଳେଶ୍ୱର ଏନଏଚ୍-୬୦ର ବସ୍ତା ବାଇପାସ୍ ନିକଟରେ ଦୁର୍ଘଟଣା ଘଟିଛି । ଓଲଟି ପଡ଼ିଥିବା ଗୋରୁ ଗାଡ଼ି ଭିତରେ ୨ ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଟ୍ରକଟି ୧୦୦ରୁ ଊର୍ଦ୍ଧ୍ୱ ଗୋରୁ ନେଇ ପଶ୍ଚିମବଙ୍ଗକୁ ଯାଉଥିଲା ।