ବିଶ୍ଵର ସବୁଠାରୁ ପ୍ରତିଭାଶାଳୀ ଛାତ୍ରୀ ହେଲେ ଭାରତୀୟ ଛାତ୍ରୀ
ପୂର୍ବ ଶତୃତାକୁ କେନ୍ଦ୍ର କରି ବୋମା ମାଡ଼ ଓ ଫାଙ୍କା ଗୁଳିଚାଳନା, ଜଣେ ଗୁରୁତର
ଖୋର୍ଦ୍ଧା: ଖୋର୍ଦ୍ଧାରେ ଅଘଟଣ । ପୂର୍ବ ଶତୃତାକୁ କେନ୍ଦ୍ର କରି ବୋମା ମାଡ ଓ ଫାଙ୍କା ଗୁଳିଚାଳନା କରାଯାଇଛି । ବୋମାମାଡରେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଜଣକ ହେଲେ କଣାସ ଥାନା ଅନ୍ତର୍ଗତ ଛୋଟିଯୋଡି ଗ୍ରାମର ନିଳକଣ୍ଠ ଛୁଆଳସିଂ । ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ଖୋର୍ଦ୍ଧା ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
Download Argus News App
