ସେଇଭଳି ଗତକାଲି ସନ୍ଧ୍ୟାରେ ମଧ୍ୟ ପୋଲିସ ବଡ଼ ବଜାର ଥାନା ଅଞ୍ଚଳରେ ଦୁର୍ବୁତ୍ତ କୁ ଧରିବାକୁ ଯାଇଥିବା ସମୟରେ ପୋଲିସ ଉପରକୁ ବୋମାମାଡ଼ କରିଥିଲେ ଦୁର୍ବୁତ୍ତ।ପୁଣି ଦୁର୍ବୁତ୍ତଙ୍କ ଘରୁ ବୋମା ଡିଫୁଜ୍ କଲା ବେଳେ ଫୁଟିଥିଲା ବୋମା।ଏହି ଘଟଣାରେ ମଧ୍ୟ 5ଜଣ ଙ୍କୁ ପୋଲିସ ଅଟକ ରଖିଛି। ଏହାସହ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: