ଅଭିଯୁକ୍ତ କାହୁଁ ନାୟକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି । ଜମିବାଡ଼ି ବିବାଦକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଦୀର୍ଘଦିନ ହେବ ବିବାଦ ଲାଗି ରହିଥିଲା । ବିଳମ୍ବିତ ରାତିରେ ଜମି ବାଡ଼ିକୁ ନେଇ ଚଇତୁ ଓ ଲକଙ୍କ ମଧ୍ୟ ବଚସା ହୋଇଥିଲା । ଏହି ବଚସା ଉଗ୍ର ରୂପ ନେଇଥିଲା । ଲକ ରାଗି ଯାଇ ଏକ କାଠ ଫାଳିଆ ଆଣି ଚଇତୁଙ୍କୁ ପିଟିପିଟି ହତ୍ୟା କରିଥିଲେ ।
କାଠ ଫାଳିଆରେ ପିଟି ପିଟି କଲା ହତ୍ୟା

ଅର୍ଗସ ବ୍ୟୁରୋ : ଜମି ବିବାଦକୁ ନେଇ ନିର୍ମମ ଭାବେ ହତ୍ୟା କଲା ମାମୁ ପୁଅ ଭାଈ । ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ଜଣେ ଭାଇକୁ କାଠ ଫାଳିଆରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ମହୁଲ ପଦା ଥାନା ଅନ୍ତର୍ଗତ ଫୁଲଝର ହାତୀସଲ ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଚଇତୁ ନାୟକ ।
Download Argus News App
