ୱାହାଵ ହୋସେନ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଜଙ୍ଗଲ ପ୍ରତି ଆଗ୍ରହ ଏବଂ ଜଙ୍ଗଲ ସହିତ ଯେଉଁ ନିବିଡ଼ ସମ୍ପର୍କ ଓ ପଦ୍ମଶ୍ରୀ ସରୋଜ ରାଜ ଚୌଧୁରିଙ୍କ ସହିତ ଶିମିଳିପାଳ ଆଭ୍ୟନ୍ତରୀଣରେ ବିତାଇ ଥିବା ଗୋଟିଏ ଗୋଟିଏ ଅଭୁଲା ମୁହୂର୍ତ୍ତକୁ ପୁସ୍ତକ ମାଧ୍ୟମରେ ଉଲ୍ଳେଖ କରିଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ମୟୁରଭଞ୍ଜ ଜିଲ୍ଲାର ମୁକୁଟ କୁହାଯାଉଥିବା 2750 ବର୍ଗ କିଲୋମିଟର ଶିମିଳିପାଳ ଅଭୟାରଣ୍ୟର ସ୍ମୃତିକୁ ଆଧାର କରି ଯଶିପୁର କନକ ରେସିଡେନସୀ ସଭା ଗୃହରେ ଏକ ପୁସ୍ତକ ଉନ୍ମୋଚନ ହୋଇଯାଇଛି। ଲେଖକ ୱାହାବ ହୋସେନଙ୍କ ଦ୍ୱାରା ଲିଖିତ ପୁସ୍ତକ " ଶିମିଳିପାଳ ବହୁ ଅଭୁଲା ସ୍ମୃତି " କୁ ନେଇ ବହୁ ତଥ୍ୟ ଏହି ବହିରେ ସ୍ଥାନ ପାଇଛି।