ଛାତ୍ରଛାତ୍ରୀଙ୍କୁ ମୋଦିଙ୍କ ମନ୍ତ୍ର !
ଉନ୍ମୋଚିତ ହେଲା ‘ମାୟାବର୍ତ୍ତ’

ଅର୍ଗସ ବ୍ୟୁରୋ : ବିଶିଷ୍ଟ କଥାଶିଳ୍ପୀ ବିଜୟ ନାୟକଙ୍କ ନବମ ଗଳ୍ପ ସଙ୍କଳନ ‘ମାୟାବର୍ତ୍ତ’ ଉନ୍ମୋଚିତ । ଓଡ଼ିଶା ରାଜଭବନ ପରିସରରେ ଏହାର ଉନ୍ମୋଚନ କରିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ । ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଔପନ୍ୟାସିକା ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟ ଏବଂ କାଦମ୍ବିନୀର ସମ୍ବାଦିକା ଡକ୍ଟର ଇତି ସାମନ୍ତ ଉପସ୍ଥିତ ଥିଲେ । ‘ମାୟାବର୍ତ୍ତ’ ସଙ୍କଳନରେ ବିଜୟ ନାୟକଙ୍କ ବଛାବଛା ୨୨ଟି ଗଳ୍ପ ସ୍ଥାନୀତ ହୋଇଛି ।
Download Argus News App
