ତେବେ ହଟ୍ଟଗୋଳ ମଧ୍ୟରେ ଆଜି କେତୋଟି ବିଲ୍ ଆଗତ ହେବାସହ ସେଥିମଧ୍ରରୁ ୨ ଟି ବିଲ୍ ପାସ୍ ହୋଇଥିଲା। ଏହାପରେ ଉଭୟ ଗୃହକୁ ଏପ୍ରିଲ୍ ୩ ତାରିଖ ଯାଏ ସ୍ଥଗିତ ରଖାଯିବା ବିଷୟରେ ଘୋଷଣା କରା ଯାଇଥିଲା ।
ଅଧିକ ପଢନ୍ତୁ ଓଡିଶା ଖବର
ଅର୍ଗସ ବ୍ୟୁରୋ : ଏପ୍ରିଲ ୩ ତାରିଖ ସକାଳ ୧୧ ଟା ଯାଏ ସ୍ଥଗିତ ରହିଲା ସଂସଦର ଉଭୟ ଗୃହ । ଆଜି ସଂସଦରେ ଉଭୟ ଗୃହର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧିମାନେ ହଙ୍ଗାମା ଆରମ୍ଭ କରି ଗୃହ ଚାଲିବାକୁ ଦେଇନଥିଲେ ।
ତେବେ ହଟ୍ଟଗୋଳ ମଧ୍ୟରେ ଆଜି କେତୋଟି ବିଲ୍ ଆଗତ ହେବାସହ ସେଥିମଧ୍ରରୁ ୨ ଟି ବିଲ୍ ପାସ୍ ହୋଇଥିଲା। ଏହାପରେ ଉଭୟ ଗୃହକୁ ଏପ୍ରିଲ୍ ୩ ତାରିଖ ଯାଏ ସ୍ଥଗିତ ରଖାଯିବା ବିଷୟରେ ଘୋଷଣା କରା ଯାଇଥିଲା ।
ଅଧିକ ପଢନ୍ତୁ ଓଡିଶା ଖବର