Prime Odisha @ 7 Pm
ଭିତର କାଠ ନିକଟରେ ଦୀପ ନିଆଁରେ ଜଳିଗଲା କୁନି ପୁଅର ହାତ

ପୁରୀ: ଶ୍ରୀମନ୍ଦିରରେ ଅଘଟଣ । ଭିତର କାଠ ନିକଟରେରେ ଅଘଟଣ । ଦୀପ ନିଆଁରେ ଜଳିଗଲା ଛୋଟ ଛୁଆର ହାତ । ପିଲାଟି ହେଉଛି ଦୀପରାଜ ଭୂଇଁଆ । ଦକ୍ଷିଣାଥାଳିରେ ଦୀପ ଧରି ଜଣେ ସେବାୟତ ବୁଲୁଥିବା ସମୟରେ ଅଘଟଣ ଘଟିଛି । ଦୀପ ନିଆଁ ଵାଜି ଯିବାରୁ ତାର ବାମ ହାତ ଫୋଟକା ହୋଇଯାଇଛି । ହେମନ୍ତ କୁମାର ଭୂଇଁଆ ଓ ଲିପିକା ସାମନ୍ତରାୟ ତାଙ୍କ ପୁଅକୁ ଧରି ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରୁଥିବା ସମୟରେ ଅଘଟଣ ଘଟିଛି ।
Download Argus News App
