ସାଂସଦ ଜୁଏଲ୍ ଓରାମ୍, ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ଵରୀ, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ୍ ପାତ୍ର, ରାଜ୍ୟ ସଭାପତି ସମୀର ମହାନ୍ତି ସାମିଲ୍ ହୋଇଛନ୍ତି। ପ୍ରତାପ ଷଡ଼ଙ୍ଗୀ, ସୁରେଶ ପୂଜାରୀ, ଅପରାଜିତା ଷଡ଼ଙ୍ଗୀ, ବସନ୍ତ ପଣ୍ଡା, କେଭି ସିଂହଦେଓ, ମନମୋହନ ସାମଲ୍, ବୈଜୟନ୍ତ ପଣ୍ଡା ସାମିଲ୍ ହୋଇଛନ୍ତି।
ସେହିପରି ମୋହନ ମାଝୀ, ପ୍ରଦୀପ ପୁରୋହିତ, ମୁକେଶ ମହାଲିଙ୍ଗ, ଶ୍ରୀତମ ଦାସ,ସଙ୍ଗୀତା ସିଂହଦେଓ, ନାଉରୀ ନାୟକ, ଅନୁ ଚୌଧୁରୀ ଓ ପିଙ୍କି ପ୍ରଧାନବି ସାମିଲ୍ ହୋଇଛନ୍ତି।