ଏ ସମ୍ପର୍କରେ ବାଣପୁର ଥାନା ପକ୍ଷରୁ HDFC ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି । ବ୍ୟାଙ୍କ ଅଧିକାରୀ ଲିଖିତ ଅଭିଯୋଗ ପରେ ଏବଂ ଲୁଟ୍ ଟଙ୍କାର ସଠିକ୍ ହିସାବ ପରେ ତଦନ୍ତ ପ୍ରକ୍ରିୟା ତ୍ଵରାନ୍ୱିତ କରାଯିବ ଓ ସାଇଣ୍ଟଫିକ୍ ଟିମ୍ ଦ୍ଵାରା ତଦନ୍ତ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
ଓଡିଶା ଖବର ଆହୁରି ପଢନ୍ତୁ