ଋଷିକୂଲ୍ୟା ମୁହାଣରେ ବିରଳ ପ୍ରଜାତିର ସବୁଜ କଇଁଛ
ଶ୍ରମିକମାନେ ବ୍ରିଜରେ କାମ କରୁଥିବାବେଳେ ଗଳି ପଡିଲା, 2 ଆହତ

କେନ୍ଦୁଝର: ନିର୍ମାଣଧିନ ଅବସ୍ଥାରେ ଭାଙ୍ଗିଲା ଜାତୀୟ ରାଜପଥ ୨୦ ର କୁସେଇ ସେତୁ । ଘଟଣାସ୍ଥଳରେ ଜଣେ ଗୁରୁତର ହୋଇଥିବାବେଳେ ଦୁଇ ଜଣ ଆହାତ ହୋଇଛନ୍ତି । ସମସ୍ତଙ୍କୁ ଆନନ୍ଦପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଆଜି ସକାଳୁ ଶ୍ରମିକମାନେ କାମ କରୁଥିବା ଅବସ୍ଥାରେ ସେତୁର ଗୋଟିଏ ସ୍ଥାନ ଭାଙ୍ଗି ଯାଇଥିଲା । ତାହା ସହିତ ସଂଯୋଗ ହୋଇଥିବା ବିମ୍ ମଧ୍ୟ ତଳକୁ ଖସି ପଡିଛି । ଘଟଣାସ୍ଥଳରେ ଘଷିପୁରା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Download Argus News App
