ସାହିର କୃଷ୍ଣଚନ୍ଦ୍ର ସ୍ବାଇଁ ଓ ରୁମାଗଡ଼ ଗ୍ରାମର ସନ୍ତୋଷ ଭୂୟାଂ ବାହାଘର ଭୋଜି କରିବା ସହ ମାତ୍ରଧିକ ଲୋକଙ୍କୁ ଡାକିଥିଲେ। ଖବର ପାଇ ପୋଲସରା ଥାନା ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ, ତହସିଲଦାର ଦିଲ୍ଲୀପ କୁମାର ନାୟକ ଓ ଥାନାର ଅନ୍ୟ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲେ। ସରକାରୀ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ସେଠାରୁ ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଜଣାପଡିଛି।
ମାନିଲେନି କୋଭିଡ୍ କଟକଣା: ବିବାହ ଭୋଜି କଲେ ତଣ୍ଡ ବି ଗଣିଲେ
Download Argus News App
