ଅଧିକ ପଢନ୍ତୁ : ଆମ ଓଡ଼ିଶାରେ ଏମିତି ବି ହୋଇପାରେ, ଶୁଣିଲେ ଦୁଃଖ ଲାଗୁଛି !
ଏହାସହ ୧ ଲକ୍ଷ ୨୩ ହଜାର ଟଙ୍କା ଜବତ ହୋଇଛି । ଅଭିଯକ୍ତ ଜଣକ ଘର ଜଳେଶ୍ଵର ଥାନା ଅନ୍ତର୍ଗତ ପଥରପୁରା ଅଞ୍ଚଳରେ । ଅଭିଯୁକ୍ତ ନାଁରେ ୫ରୁ ଅଧିକ ମାମଲା ରହିଛି ।
ଅର୍ଗସ ବ୍ୟୁରୋ : ଜଳେଶ୍ବର ପୋଲିସ ହାତରେ ବ୍ରାଉନସୁଗାର ବେପାରୀ । ପଶ୍ଚିମବଙ୍ଗରୁ ଓଡ଼ିଶା ଆଣିବା ବେଳେ କୃଷ୍ଣନଗରରେ ମାଡ଼ି ବସିଲା ପୋଲିସ୍ । ଘଟଣାସ୍ଥଳରୁ ୨୭୫ ଗ୍ରାମ ବ୍ରାଉନ ସୁଗର ଜବତ ହୋଇଛି ।