ମନୋରଞ୍ଜନ ଦାସ ନାମକ ଜଣେ ବିଟେକ୍ ଗ୍ରାଜୁଏଟକୁ ଗିରଫ କରିଛି ଏସଟିଏଫ୍ । 2020ରୁ ବର୍ତ୍ତମାନ ସୁଦ୍ଧା 39 କେଜି ବ୍ରାଉନସୁଗର ଜବତ କରିଛି ଏସଟିଏଫ୍ । ଏହି ମାମଲାରେ 100 ଜଣଙ୍କୁ ଗିରଫ କରାଯାଇଛି ।
ଖୋର୍ଦ୍ଧା କୁମାରବସ୍ତ ପେଟ୍ରୋଲ ପମ୍ପ ନିକଟରୁ ବ୍ରାଉନସୁଗର ଜବତ, ବିଟେକ୍ ଛାତ୍ର ଗିରଫ

ଭୁବନେଶ୍ୱର: ଖୋର୍ଦ୍ଧାର କୁମାରବସ୍ତ ପେଟ୍ରୋଲ ପମ୍ପ ନିକଟରୁ 1 କେଜି 34 ଗ୍ରାମ ବ୍ରାଉନସୁଗର ଜବତ । ଜବତ ବ୍ରାଉନସୁଗର ମୂଲ୍ୟ ପ୍ରାୟ 1 କୋଟି ଟଙ୍କା ହେବ ।
Download Argus News App
