ଜେଲ ଗଲେ ଗୋପାଳ ଦାସ
ପୁଣି ଜବତ ହେଲା ଧଳାଜହର

ଅର୍ଗସ ବ୍ୟୁରୋ : ପୁଣି ଜବତ ହେଲା ଧଳାଜହର । ଅବକାରୀ ବିଭାଗର ମୋବାଇଲ ୟୁନିଟ ଖୋର୍ଦ୍ଧା ସରକାରୀ ମେଡିକାଲ ନିକଟରୁ ୮୦ଗ୍ରାମ ଧଳାଜହର ଜବତ । ଧଳାଜହର ସହ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତି ହେଲେ ସହରର ନାରାୟଣୀ ନଗର ଅଞ୍ଚଳର ପ୍ରଫୁଲ୍ଲ ନାୟକ । ଜବତ ଧଳାଜହର ଆନୁମାନିକ ମୂଲ୍ୟ ୮ଲକ୍ଷ ଟଙ୍କା ହୋଇଥିବା ସୁଚନା ।
Download Argus News App
